Newsreach Viral
Health International News state ଆନ୍ତର୍ଜାତୀୟ ଖବର ରାଜ୍ୟ ସ୍ୱାସ୍ଥ୍ୟ

ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କ ଜୀବନ ନେଲା କରୋନା

ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କ ଜୀବନ ନେଲା କରୋନା 38

GLOBAL NEWS-2୧.୦୬.୨୦୨୦ କରୋନାରେ ଆଜି ଜଣେ ଓଡ଼ିଆ ଡାକ୍ତର ଅଶ୍ୱିନୀ କୁମାର ପ୍ରତାପଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଘର କଟକ ଜିଲ୍ଲା ବାଙ୍କୀର ଶିମିଳିପୁର ପଞ୍ଚାୟତରେ। ତାଙ୍କ ସ୍ତ୍ରୀ ଏବଂ ଛୁଆ ମଧ୍ୟ କରୋନା ଆକ୍ରାନ୍ତ ହୋଇ କିମ୍‌ସ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଡାକ୍ତର ଅଶ୍ୱିନୀ ପ୍ରତାପ ନୂଆଦିଲ୍ଲୀରେ ସିନିୟର କନସଲଟାଣ୍ଟ ଭାବେ ନିଯୁକ୍ତି ପାଇଥିଲେ।

સંબંધિત સમાચાર

एक टिप्पणी द्या