Newsreach Viral
Crime Others state uncategorized ଅପରାଧ ରାଜ୍ୟ

ମୟୁରଭଞ୍ଜ : ଭିଜିଲାନ୍ସ ଜାଲରେ ସିଡ଼ିଭିଓ, ଚଢାଉ ଜାରି

ମୟୁରଭଞ୍ଜ : ଭିଜିଲାନ୍ସ ଜାଲରେ ସିଡ଼ିଭିଓ, ଚଢାଉ ଜାରି 39

ମୟୁରଭଞ୍ଜ /ଏରନ୍ ନ୍ୟୁଜ୍ /୧୨- ୦୬ ଭିଜିଲାନ୍ସ ଜାଲରେ ମୟୁରଭଞ୍ଜ ଜିଲା ମୁଖ୍ୟ ପ୍ରାଣୀଧନ ନିରୀକ୍ଷକ (ସିଡ଼ିଭିଓ) ଧରାପଡ଼ିଥିବା ଜଣାପଡିଛି । ସେ କାରରେ ଭୁବନେଶ୍ୱର ଯାଉଥିବା ସମୟରେ ବେତନଟୀ ପାଖରେ ବାଲେଶ୍ୱର ଭିଜିଲାନ୍ସ ଟିମ ଚଢାଉ କରିଥିଲା । ସିଡ଼ିଭିଓଙ୍କ ନିକଟରୁ ୩ଲକ୍ଷ ୯୧ ହଜାର ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ଏହାସହ ତାଙ୍କ ବାରିପଦା ସରକାରୀ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ ଚଢାଉ କରିଛି। ତଦନ୍ତ ଓ ଚଢାଉ ଜାରି ରହିଥିବାରୁ ସବିଶେଷ ତଥ୍ୟ କୁ ଅପେକ୍ଷା କରାଯାଇଛି ।
(ଏରନ୍ ନ୍ୟୁଜ୍ ବ୍ୟୁରୋ ରିପୋର୍ଟ)

 

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

ମୟୁରଭଞ୍ଜ : ଭିଜିଲାନ୍ସ ଜାଲରେ ସିଡ଼ିଭିଓ, ଚଢାଉ ଜାରି 40

સંબંધિત સમાચાર

एक टिप्पणी द्या